News
WhatsApp Image 2023-10-04 at 17.25.00
samparksetu

ଝିଅ ଘରକୁ ସାବିତ୍ରୀ ଭାର ନେଇ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମହୁଲି ଗାଁ ନିକଟରେ ଘଟିଛି ଅଟୋ ଦୁର୍ଘଟଣା । ଦୁର୍ଘଟଣାରେ ଅଟୋ ଚାଳକ ସମେତ ୨ଗୁରୁତର ଆହତ ।

ସୂଚନା ଅନୁଯାୟୀ, ବାରୁଆଁ ଗାଁର ପଞ୍ଚୁ ନାୟକଙ୍କ ପରିବାର ବାଙ୍ଗୁର ଗାଁକୁ ସାବିତ୍ରୀ ଭାର ନେଇ ଯାଉଥିଲେ ।ମହୁଲି ନିକଟରେ ଅଟୋଟି ଭାରସ୍ୟାମ ହରାଇ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା ।ଅଟୋରେ ୬ ଜଣ ବସିଥିବା ବେଳେ ଚାଳକ ସମେତ ଜଣେ ମହିଳା ଆହତ ହୋଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି ।

new life
You might also like
error: Content is protected !!