News
WhatsApp Image 2023-10-04 at 17.25.00
samparksetu

ଟ୍ରାକ୍ଟର ଚାଳକଙ୍କୁ ମାଡ଼

ମୋଟଙ୍ଗ ଥାନା ଅନ୍ତର୍ଗତ ବିଡୋ ଗ୍ରାମରେ ମଙ୍ଗଳବାର ଦିନ ଏକ ଟ୍ରାକ୍ଟର ବାଲି ନେଇ ଯାଉଥିବା ବେଳେ , ସେହି ଗ୍ରାମର ୨ଜଣ ଯୁବକ ଟ୍ରାକ୍ଟର ଚାଳକଙ୍କୁ ମାଡ଼ପିଟ କରିଥିଲେ ।

ଏହି ଘଟଣାରେ ଅଭିଯୁକ୍ତ ୨ଙ୍କୁ ବିରୋଧରେ ମାମଲା ଉଠିଥିବା ବେଳେ ଉଭୟଙ୍କ ମଧ୍ୟରେ ବୁଝାମଣା ସ୍ବାକ୍ଷର ହୋଇଥିବାର ଜଣାଯାଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ମଙ୍ଗଳବାର ପ୍ରାତଃ ସମୟରେ ବିଡ଼ୋ ନଦୀ ଘାଟରୁ ବାଲି ବୋଝେଇ ଏକ ଟ୍ରାକ୍ଟର ବିଡ଼ୋ ଗ୍ରାମ ଦେଇ ଯାଉଥିବା ବେଳେ ସେହି ଗ୍ରାମର ୨ଜଣ ଯୁବକ କାର୍ତ୍ତିକ ସାହୁ , ଦିନେଶ ସାହୁ ଟ୍ରାକ୍ଟର ଚାଳକଙ୍କୁ ଗାଳିଗୁଲଜ କରିବା ସହ ମାଡ଼ପିଟ କରିଥିଲେ । ଏ ନେଇ ମୋଟଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ ପରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିବାର ଜଣା ଯାଇଛି ।

new life
You might also like
error: Content is protected !!