News
WhatsApp Image 2023-10-04 at 17.25.00
samparksetu

ଭୁବନ ଏବଂ କାମାକ୍ଷାନଗର ଏନଏସି ର ନିର୍ବାଚନ ନିମନ୍ତେ ସଂରକ୍ଷିତ ତାଲିକା ପ୍ରକାଶିତ

ଭୁବନ ଏନଏସି ର ନିର୍ବାଚନ ନିମନ୍ତେ ସଂରକ୍ଷିତ ତାଲିକା ପ୍ରକାଶିତ ହୋଇଛି l ୧୫ ୱାର୍ଡ ବିଶିଷ୍ଟ ଭୁବନ ର ଲୋକସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ୨୨୧୮୭ ଅଟେ । ସେଥି ମଧ୍ୟ ରୁ ୧୧୫୨୩ ମହିଳା ୧୦୬୬୪ ଅଟେ ।

ଭୁବନ ର ୨,୪,୬,୭. ନମ୍ବର ୱାର୍ଡ ଅଣ ସଂରକ୍ଷିତ ଅଟେ । ୫,୧୧,୧୨,୧୪ ଅଣ ସଂରକ୍ଷିତ ମହିଳା ଅଟେ । ୱାର୍ଡ ୧ ଅନୁସୂଚିତ ଜାତି, ୱାର୍ଡ ନଂ ୧୦ ଅନୁସୂଚିତ ଜାତି ମହିଳା ,ୱାର୍ଡ ନଂ ୧୫ ଅନୁସୂଚିତ ଜନ ଜାତି ମହିଳା ଅଟେ , ପଛୁଆବର୍ଗ ପାଇଁ ୱାର୍ଡ ନଂ ୯ ଓ ୧୩ ହୋଇଥିବା ବେଳେ ୱାର୍ଡ ନଂ ୩ ଓ ୮ ପଛୁଆବର୍ଗ ମହିଳା ଙ୍କ ପାଇଁ ସଂରକ୍ଷିତ ରହିଛି । ସମୁଦାୟ ୮ଟି ୱାର୍ଡ ମହିଳା ଙ୍କ ନିମନ୍ତେ ସଂରକ୍ଷିତ ରହିଛି ।

ସେହିପରି କାମାକ୍ଷାନଗର ଏନଏସି ୧୫ ୱାର୍ଡ ବିଶିଷ୍ଟ କାମାକ୍ଷାନଗର ର ଲୋକ ସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ୧୬୮୧୦ ଅଟେ । ସେଥି ମଧ୍ୟ ରୁ ପୁରୁଷ ୮୮୪୧ ମହିଳା ୭୯୬୯ ଅଟେ । କାମାକ୍ଷାନଗର ର ୭,୯,୧୧,୧୨,୧୩. ନମ୍ବର ୱାର୍ଡ ଅଣ ସଂରକ୍ଷିତ ଅଟେ । ୩,୪,୧୪ ଅଣ ସଂରକ୍ଷିତ ମହିଳା ଅଟେ । ୱାର୍ଡ ନଂ ୫ ଅନୁସୂଚିତ ଜାତି ୱାର୍ଡ ୨,୧୫ ଅନୁସୂଚିତ ଜାତି ମହିଳା ,ୱାର୍ଡ ନଂ ୬ ଅନୁସୂଚିତ ଜନଜାତି ଅଟେ । ପଛୁଆବର୍ଗ ପାଇଁ ୱାର୍ଡ ନଂ ୧ ହୋଇଥିବା ବେଳେ ୱାର୍ଡ ୮ ଓ ୧୯ ପଛୁଆବର୍ଗ ମହିଳା ଙ୍କ ପାଇଁ ସଂରକ୍ଷିତ ରହିଛି । ସମୁଦାୟ ୮ଟି ୱାର୍ଡ ମହିଳା ଙ୍କ ନିମନ୍ତେ ସଂରକ୍ଷିତ ରହିଛି ।

new life
You might also like
error: Content is protected !!