News
WhatsApp Image 2023-10-04 at 17.25.00
samparksetu

ଦୀପରୁ ଲାଗିଲା ନିଆଁ, ବୃଦ୍ଧା ଗୁରୁତର

ଦୀପରୁ ଲାଗିଲା ନିଆଁ, ଢେଙ୍କାନାଳ ସହର ସ୍ଥିତ ସିଦ୍ଧ ବଳଦେବ ଜୀଉ ଙ୍କ ମନ୍ଦିରରେ ଅଘଟଣ । ବୃଦ୍ଧା ଙ୍କ ଦେହରେ ନିଆଁ ଲାଗିବାରୁ ବୃଦ୍ଧା ଜଣଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମେଡିକାଲ ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।ବୃଦ୍ଧା ଜଣଙ୍କ ଢେଙ୍କାନାଳ ସହର କୁଞ୍ଜକାନ୍ତ ସ୍ଥିତ ବାସନ୍ତୀ ନାୟକ (୬୦ ) ସୂଚନା ।ତାଙ୍କ ଶରୀର ୫୦ ପ୍ରତିଶତ ପୋଡ଼ି ଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ , ବୃଦ୍ଧା ଜଣଙ୍କ ମନ୍ଦିର ବାହାରେ ଲାଗିଥିବା ଦୀପ ନିକଟରେ ଛିଡ଼ା ହୋଇଥିଲେ । ଅଚାନକ ତାଙ୍କ ଲୁଗାରେ ଦୀପରୁ ନିଆଁ ଲାଗି ଯାଇଥିଲା ।

new life
You might also like
error: Content is protected !!