News
WhatsApp Image 2023-10-04 at 17.25.00
samparksetu

ଏନଏସଏସ ର ଶୀତକାଳିନ ଶିବିର ଅନୁଷ୍ଠିତ

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏନଏସଏସ ତରଫରୁ ଶୀତ କାଳୀନ ସ୍ୱତନ୍ତ୍ର ଶିବିର ପୋଷ୍ୟ ଗ୍ରାମ ବୋରାପଦା ଠାରେ ଅନୁ୍‌ଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରଣଜିତ କୁମାର ପ୍ରଧାନଙ୍କ ଦ୍ୱାରା ଏହି ଶିବିର ଉଦଘାଟିତ ହୋଇଥିବା ବେଳେ ଏନଏସଏସ ଅଧିକାରୀ ଦେବରାଜ ପରିଡାଙ୍କ ନେତୃତ୍ୱରେ ୫୦ ଜଣ ଶିବିରା୍‌ର୍ଥୀ ଯୋଗ ଦେଇଥିଲେ ।

ସେବା ମାଧ୍ୟମରେ ଦେଶର ସମୃଦ୍ଧିରେ ସାମିଲହେବା ପାଇଁ ଅଧ୍ୟକ୍ଷ ଆହ୍ୱାନ ଦେଇଥିଲେ ।ସପ୍ତାହବ୍ୟାପି ହେବାକୁ ଥିବା ଏହି ଶିବିରରେ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସହିତ ଜିଆଖତ,ମହୁ ଚାଷ,ଛତୁଚାଷ,ସ୍ୱଛଭାରତକାର୍ଯ୍ୟକ୍ରମ,କୋଭିଡ ସଚେତନା,ରକ୍ତଦାନ, ବଣ୍ୟଜନ୍ତୁ ସଂରକ୍ଷଣଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

new life
You might also like
error: Content is protected !!