ଓଡାପଡା ବ୍ଲକ, ମୋଟଙ୍ଗା ଥାନା ଅନ୍ତର୍ଗତ ବ୍ରଜବିହାରୀ ପୁର ଶାସନ ର ନୀଳକଣ୍ଠେଶ୍ୱର ମନ୍ଦିର ରେ, ଗତ ରାତ୍ରି ରେ ମନ୍ଦିର ର ମୁଖ୍ୟ ଦ୍ୱାର ଭାଙ୍ଗି ଦୁର୍ବୃତ୍ତ ମାନେ ୨ ଟି ରୁପା ମୁକୁଟ,୧ ଟି ରୁପା ନାଗ ୧ଟି ସୁନାର ବଂଶୀ ଚୋରି କରି ନେଇଛନ୍ତି ।
ଅନ୍ୟ ସ୍ଥାପିତ ପାର୍ଶ୍ୱ ଦେବା ଦେବି ମନ୍ଦିର ର କବାଟ ଭାଙ୍ଗି ଅନେକ ଆସବାସ ପତ୍ର ମଧ୍ୟ ଚୋରି କରି ନେଇଥିବାର ଗ୍ରାମ ଲୋକ ମାନେ ପ୍ରକାଶ କରିଛନ୍ତି, ଏଥି ସହିତ ମୋଟଙ୍ଗା ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି ବୋଲି ଜଣା ପଡିଛି ।
ପ୍ରକାଶ ଥାଉ କି ଏବେ ଓଡାପଡା ଅଂଚଳ ରେ ଚୋରି ବଢ଼ିବାରେ ଲାଗିଛି, ଏଥି ପ୍ରତି ପୋଲିସ ପ୍ରଶାସନ ଧ୍ୟାନ ଦେବାକୁ ସାଧାରଣ ରେ ଆଲୋଚନା ହେଉଛି ।