News
WhatsApp Image 2023-10-04 at 17.25.00
samparksetu

ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତଗର୍ତ ଡେଙ୍ଗବୋରେଇ ଗ୍ରାମରେ ରାଜ୍ୟ ସ୍ତରୀୟ କବାଡି ପ୍ରତିଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଓଡାପଡା ବ୍ଲକ ଅଧ୍ୟକ୍ଷା ସସ୍ମିତା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ଉଦଘାଟନୀ ଉତ୍ସବରେ ବଳରାମପୁର, କାଶିଆଡିହ, ଇନ୍ଦିପୁର,ସିମିନଈ,ଗଦାଶିଳା ଏବଂ ଗୁଣ୍ଡିଚାପଡା ସରପଞ୍ଚ ମାନେ ଯୋଗଦେଇଥିଲେ ।

କବାଡି ପ୍ରତିଯୋଗିତାରେ ଆସ୍କା,କଟକ,ଭୁବ ନେଶ୍ୱର,ବାରଙ୍ଗ,ଯାଜପୁର,ଅନୁଗୋଳ ,ପୁରୀ
ଓ ଯାଜପୁର ଟାଉନର କବାଡି ଟମି ଯୋଗଦେଇଛନ୍ତି ।ଅଲ ଓଡିଶା କବାଡି ଆସୋସିଏସନର ଅଫିସିଆଲ ଷ୍ଟାଫ ଖେଳ ପରିଚାଳନା କରଥିବା ବେଳେ ଡେଙ୍ଗବୋରେଇ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

new life
You might also like
error: Content is protected !!