News
WhatsApp Image 2023-10-04 at 17.25.00
samparksetu

ଯୁବକ ଙ୍କ ପେଟରେ ପଶିଗଲା ତୀର

ଯୁବକ ଙ୍କ ପେଟ ରେ ପଶିଗଲା ତୀର , ଗୁରୁତର ଅବସ୍ଥା ରେ ମେଡିକାଲ ରେ ହେଲେ ଭର୍ତ୍ତି । ଯୁବକ ଜଣକ ହେଲେ ପରଜଙ୍ଗ ଥାନା ଜାମୁନାଳୀ ଗାଁ ର ଲୋକନାଥ ପିଙ୍ଗୁଆ ।

ସୂଚନା ଅନୁଯାୟୀ, ଲୋକନାଥ ସୋମବାର ସନ୍ଧ୍ୟା ସମୟରେ ଶୌଚ ହୋଇ ଗାଁ ନିକଟ ଜୋର ରୁ ଘରକୁ ଫେରୁଥିଲେ l ସେହି ସମୟରେ ଗାଁ ର କିଛି ପିଲା ତୀର ସହ ଖେଳୁଥିବା ବେଳେ ଲୋକନାଥ ଙ୍କ ପେଟ ରେ ଏକ ତୀର ପଶି ଯାଇଥିଲା l ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ କାମାକ୍ଷାନଗର ମେଡିକାଲ ରେ ଭର୍ତି କରାଇଥିଲେ l କିନ୍ତୁ ପେଟ ଭିତରେ ତୀର ଟି ପଶି ଯାଇଥିବାରୁ ଓ ଲୋକନାଥ ଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଛନ୍ତି l

new life
You might also like
error: Content is protected !!