News
WhatsApp Image 2023-10-04 at 17.25.00
samparksetu

ଅଗ୍ନିକାଣ୍ଡ ରେ ସର୍ଵସ୍ୱ ହରାଇଲେ ୩ଟି ପରିବାର

ପରଜଙ୍ଗ ବ୍ଲକ ପାଟର ପଦା ପଞ୍ଚାୟତ କଟା ବାହାଳ ଗ୍ରାମରେ ମଙ୍ଗଳବାର ଦିନବେଳା କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ତିନୋଟି ପରିବାର ସର୍ବ ଶାନ୍ତ ହୋଇଯାଇଛନ୍ତି। ଅଗ୍ନିକାଣ୍ଡ ର କାରଣ ଜଣା ପଡି ନଥିଲେ ମଧ୍ୟ ଖବର ପାଇ ପରଜଙ୍ଗ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିବାକୁ ଚେଷ୍ଟା କରିଥିଲେ।

ନିଆଁ ଲିଭାଇଲା ବେଳକୁ ଘରେ ଥିବା ସମସ୍ତ ଆସବାବପତ୍ର ସହିତ ଧାନ ଚାଉଳ କପଡା ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମନୋଜ କୁମାର ସାହୁ , ରବି ନାରାୟଣ ସାହୁ, ପତିନୀ ସାହୁ ଙ୍କ ସମ୍ପୂର୍ଣ୍ଣ ଘର ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ କନ୍ଦର ସିଂହା ରାଜସ୍ବ ନୀରିକ୍ଷକ ଘଟଣା ସ୍ଥଳରେ ପହଞ୍ଚି ଜରିପାଲ ଦେବା ସହିତ କ୍ଷୟ କ୍ଷତି ଆକଳନ କରିଛନ୍ତି।

new life
You might also like
error: Content is protected !!