News
WhatsApp Image 2023-10-04 at 17.25.00
samparksetu

କେନାଲକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ବୃଦ୍ଧ

ପରଜଙ୍ଗ ଥାନା କନ୍ତୋର ଗାଁ ନିକଟ ଦେଇଯାଇଥିବା ରେଙ୍ଗାଳୀ ବାମ କେନାଲ ରେ ଆଜି ମଧ୍ୟାହ୍ନ ରେ ଜଣେ ବୃଦ୍ଧ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଛନ୍ତି l

ଖବର ନେବାରେ ଜଣାପଡେ ସେଇ ଗ୍ରାମ ତଳସାହି ର ଉଗ୍ରସେନ ଦେହୁରୀ (୬୦) ପ୍ରତିଦିନ ଭଳି ସାଇକେଲ ଯୋଗେ ଏହି କେନାଲ କୁ ଗାଧୋଇବାକୁ ଆସିଥାନ୍ତି l ଆଜି ଅସାବଧାନତା କାରଣ ରୁ ପ୍ରଖର ସ୍ରୋତ ରେ ଭାସିଯାଇ ନିଖୋଜ ଅଛନ୍ତି l ଏ ନେଇ ପରଜଙ୍ଗ ଅଗ୍ନିଶମ ବିଭାଗ ଦ୍ଵାରା ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

new life
You might also like
error: Content is protected !!