News
WhatsApp Image 2023-10-04 at 17.25.00
samparksetu

ପୋଖରୀ ରେ ବୁଡି ବୃଦ୍ଧ ମୃତ

ପୋଖରୀ ରେ ବୁଡି ବୃଦ୍ଧ ମୃତ , ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୁଲେଇ ଗ୍ରାମର ଦୀନବନ୍ଧୁ ପ୍ରଧାନ (୭୦) ଶୁକ୍ରବାର ଅପରାହ୍ନ ୧ ଟା ବେଳେ ଗାଁ ପୋଖରୀ କୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଯାଇଥିଲେ ।

ଘରକୁ ଫେରିବା ବିଲମ୍ୱ ହେବାରୁ ପରିବାର ଲୋକ ଖୋଜା ଖୋଜି କରିଥିଲେ ,ତେବେ ପାଣି ଭିତରେ ତାଙ୍କ ଗୋଡ ଦେଖି ଲୋକମାନେ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । କର୍ମଚାରୀ ପହଞ୍ଚି ବୃଧଙ୍କୁ ଉଦ୍ଧାର କରିଥିଲେ ,କିନ୍ତୁ ସେତେବେଳେକୁ ମୃତ୍ୟୁ ହୋଇ ସାରିଥିଲା । , ଦଦରାଘାଟି ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟଵଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

new life
You might also like
error: Content is protected !!