News
WhatsApp Image 2023-10-04 at 17.25.00
samparksetu

ଚାନ୍ଦା ପାଇଁ ବେକ କାଟିଲେ ଦୁର୍ବୃତ୍ତ !

ପାର୍ବଣ ଋତୁରେ ଅଶାନ୍ତ ହୋଇଛି ସୁରପ୍ରତାପପୁର । ଖୁଦୁରୁକୁଣୀ ଓଷା କୁ ବହୁ ଆଡ଼ମ୍ବରରେ ପାଳନକରିବାକୁ ସୁରପ୍ରତାପପୁର ରେ ଚାନ୍ଦା ମାଗି ବିଫଳ ହେବାରୁ ଜଣେ ଯୁବକ ଙ୍କ ବେକ କାଟି ଦେଲେ ଦୁର୍ବୃତ୍ତ ।

ସୂଚନା ଅନୁଯାୟୀ , ଗାଁ ର ଯୁବ କମିଟି ପକ୍ଷରୁ ମିନା ବଜାର ଆୟୋଜନ କରାଯାଇଛି । କମିଟି ସଦସ୍ୟ ବିମଳ ସ୍ୱାଇଁ ଙ୍କୁ ବୁଧବାର ରାତି ରେ ୩ ଯୁବକ ନିଳ ସ୍ୱାଇଁ, ଜେନା ସ୍ୱାଇଁ ଓ କାଳନ୍ଦୀ ନାୟକ ଚାନ୍ଦା ମାଗିଥିଲେ । ଚାନ୍ଦା ନପାଇବାରୁ ଧାରୁଆ ଅସ୍ତ୍ର ରେ ବିମଳ ଙ୍କ ବେକ କୁ କାଟି ଦେଇଥିଲେ । ପରେ ଗାଁ କମିଟି ର ସଦସ୍ୟ ନିଳ ସ୍ବାଇଁଙ୍କୁ ପୋଲିସ ଜିମାରେ ଦେଇଥିବା ଜଣାପଡିଛି | ଚିକିତ୍ସା ପାଇଁ ବିମଳ ଡାକ୍ତରଖାନା ରେ ଭର୍ତ୍ତି ହୋଇଛନ୍ତି ।

new life
You might also like
error: Content is protected !!