News
WhatsApp Image 2023-10-04 at 17.25.00
samparksetu

ଟ୍ରେନ ଲାଇନ ରେ କାର୍ଯ୍ୟରତ କର୍ମଚାରୀ ଗୁରୁତର

ଢେଙ୍କାନାଳ ରେଳ ଷ୍ଟେସନ ନିକଟରେ ରେଳ ଧାରଣା କାମ ଚାଲିଥିବା ବେଳେ ଦୁର୍ଘଟଣା ଘଟି ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି ।

କର୍ମଚାରୀ ଜଣକ କୃଷ୍ଣଚନ୍ଦ୍ର ମହାରଣା ବୋଲି ଜଣାଯାଇଛି । ତାଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଛି । କାମ କରୁଥିବା କର୍ମଚାରୀ ମାନେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ କିପରି ଦୁର୍ଘଟଣା ଘଟିଲା ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ । 

new life
You might also like
error: Content is protected !!