News
WhatsApp Image 2023-10-04 at 17.25.00
samparksetu

୧୭ଦିନ ହେବ ନିଖୋଜ ଥିଲେ ;ଝୁଲନ୍ତା ଅବସ୍ଥାରେ ଜଙ୍ଗଲ ରୁ ମିଳିଲା ମୃତଦେହ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା କଣ୍ଟାପାଳ ଗ୍ରାମର ମନ୍ଦିର ମହାଖୁଡ଼ (୬୭) ଆଜିକୁ ପ୍ରାୟ ୧୭ଦିନ ହେବ ନିଖୋଜ ଥିଲେ । ପରିବାର ଲୋକ ଏବଂ ଗ୍ରାମବାସୀ ମିଶି ବହୁତ ଖୋଜା ଖୋଜି ପରେ ଆଜି ତାଙ୍କର ମୃତଦେହ ତୁମୁସିଙ୍ଗା ଥାନା ମହୁଲଡଗର ନିକଟସ୍ଥ ରାଧିଗାଡ଼ ଜଙ୍ଗଲ ଭିତରୁ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଛି ।

ଘଟଣା ସ୍ଥଳରେ ତୁମୁସିଙ୍ଗା ପୋଲିସ ପହଂଚି ମୃତ ଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି |

new life
You might also like
error: Content is protected !!