News
WhatsApp Image 2023-10-04 at 17.25.00
samparksetu

ବିଦ୍ୟାଳୟରୁ ପାଣି ପମ୍ପ ଓ ଫ୍ୟାନ ଚୋରି କରି ଯୁବକ ଗିରଫ !

ବିଦ୍ୟାଳୟରୁ ପାଣି ପମ୍ପ ଓ ଫ୍ୟାନ ଚୋରି କରି ଯୁବକ ଗିରଫ ।କଙ୍କଡାଷୋଡା ଗ୍ରାମ ର ଉଚ୍ଚ ବିଦ୍ୟାଳୟ ରୁ ୩ଟି ବଡ ପାଣି ପମ୍ପ, ତାର, ଦଉଡି, ୪ଟି ପଙ୍ଖା ଚୋରି କରିନେଇଥିଲେ ୩ଜଣ ଯୁବକ ।
ଏ ବିଷୟ ରେ ଏତଲା ପାଇ ପରଜଙ୍ଗ ପୋଲିସ ଏକ ମାମଲା ରୁଜୁ କରି ଜଣକୁ ଗିରଫ କରିଛି ପୋଲିସ ।

ଏବଂ ସମସ୍ତ ଚୋରି ଜିନିଷ ଉଦ୍ଧାର କରି ସ୍କୁଲ କୁ ଦିଆଯାଇଛି ।
କଙ୍କଡା ଷୋଡ। ଗ୍ରାମର ସୁମନ୍ତ ଦାସ କୁ ଗିରଫ କରି ଜାମିନ ନାମଞ୍ଜୁର ହେବାରୁ ତାକୁ କାମାକ୍ଷାନଗର ଜେଲ କୁ ପଠେଇ ଦିଅ। ଯାଇଛି। ଅନ୍ୟ ଦୁଇଜଣ ଆସାମୀ ଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

new life
You might also like
error: Content is protected !!