News
WhatsApp Image 2023-10-04 at 17.25.00
samparksetu

ଆହତ ଷଣ୍ଢ କୁ ଚିକିତ୍ସା ଦାବି

କାମାକ୍ଷାନଗର ବ୍ଳକ୍ ଅନ୍ତର୍ଗତ ତୁମୁସିଂଗା ପଞ୍ଚାୟତ ଶ୍ରୀମୂଳ। ଗ୍ରାମରେ ଚାରିଦିନ ତଳେ ୨ଟି ଷଣ୍ଢଙ୍କ ମଧ୍ୟରେ ଲଢେଇ ହପିଥିଲା । ସେଥିରେ ଗୋଟିଏ ଷଣ୍ଢ ଗୁରୁତର ଆହତ ହୋଇ ଗ୍ରାମର ବରୁଣମୂଳ ଓ କୁମ୍ଭାର ସାହି ରାସ୍ତା ମଝିରେ ପଡିଥିଲା ।

ତାକୁ କେତେକ ଗ୍ରାମବାସୀ ରାସ୍ତା କଡ଼କୁ ନେଇ ତାକୁ ଖାଇବାକୁ ଦେଉଛନ୍ତି ।ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କୁ ଯୋଗାଯୋଗ କରିବା ପରେ କେହି ଫୋନ ଉଥାଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏ ନେଇ ଆମ ପକ୍ଷରୁ ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଷଣ୍ଢଟିର ଖୁବ ଶୀଘ୍ର ଚିକିତ୍ସା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

new life
You might also like
error: Content is protected !!