News
WhatsApp Image 2023-10-04 at 17.25.00
samparksetu

ନୂଆ ବର୍ଷରେ ରିଲିଜ ହେବାକୁ ଯାଉଛି ଧୋକା ଏଇ ଆଖିର

ଆଦର୍ଶ ଏଣ୍ଟରଟେନମେଣ୍ଟ ଏବଂ ବ୍ରଦର୍ଶ ଏଣ୍ଟରଟେନମେଣ୍ଟ ର ମିଳିତ ଉଦ୍ୟମରେ ଆସୁଛି ନୂଆ ସଙ୍ଗୀତ ଧୋକା ଏଇ ଆଖିର । ଯାହାର ଲିରିକ୍ସ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଏବଂ ସ୍ୱର ଦେଇଛନ୍ତି ଢେଙ୍କାନାଳ ପୁଅ ସନ୍ଦୀପ ପଣ୍ଡା । ସନ୍ଦିପଙ୍କ ସହ ରୋମାଣ୍ଟିକ ଧୁନ ସହ ତାଳ ଦେଇଛନ୍ତି ଚୁଲବୁଲି ଗାୟିକା ଅର୍ପିତା ଚୌଧୁରୀ ।   ଏବଂ ସ୍କ୍ରିପ୍ଟ  ଏବଂ  ଦେଇଛନ୍ତି । ତେବେ ଏହି ରୋମାଣ୍ଟିକ ମ୍ୟୁଜିକ ଭିଡିଓ ର ଡିଜିଟାଲ ମିଡ଼ିଆ ପାର୍ଟନର ଢେଙ୍କାନାଳ ଅପଡେଟ୍ ରହିଥିବା ବେଳେ ।  ନୂଆବର୍ଷ ରେ ଏହି ମ୍ୟୁଜିକ ଭିଡିଓ ରିଲିଜ ହେବାକୁ ଯାଉଛି । ଯେଉଁଥିରେ ମୁଖ୍ୟ ଭୂମିକାରେ ଶୈଳେନ୍ଦ୍ର ସାମନ୍ତରାୟ ଏବଂ ଭିଜୁଆଲ ଡ଼ାଇରେକ୍ଟର ସ୍ମୃତି ଆର  ରହିଛନ୍ତି ।

new life
You might also like
error: Content is protected !!