News
WhatsApp Image 2023-10-04 at 17.25.00
samparksetu

ଶୁଣିଲେ କର୍ତ୍ତୃପକ୍ଷ ଲାଗିଲା ଫଳକ, ଜନସାଧାରଣ ଙ୍କୁ ନିବେଦନ ରଖିବାକୁ ଅନୁରୋଧ

କପିଳାସ ଯିବା ରାସ୍ତାରେ ଜଙ୍ଗଲୀ ମାଙ୍କଡ଼ଙ୍କୁ ଖାଦ୍ୟ ଦେଉଥିବା ବେଳେ ଦୁର୍ଘଟଣା ଘଟି ଯାଇଥାଏ ନିରୀହ ମାଙ୍କଡ଼ଙ୍କ ଜୀବନ ତେବେ ଏନେଇ ଯୁବ ସମାଜ ସେବୀ ସମ୍ବିତ ନନ୍ଦ ସ୍ୱର ଉତ୍ତୋଳନ କରିବା ସହ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ କରାଯାଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଲେ କର୍ତ୍ତୃପକ୍ଷ ଲାଗିଲା ସଚେତନ ଫଳକ । ମାଙ୍କଡ଼ଙ୍କୁ ସେହି ଦୁର୍ଘଟଣା ସ୍ଥାନରେ ଖାଦ୍ୟ ନଦେବାକୁ ଫଳକ ଦ୍ୱାରା ନିବେଦନ କଲେ କର୍ତ୍ତୃପକ୍ଷ । ତେବେ କେବଳ ସୂଚନା ଟି ଏଥିରେ ସୀମିତ ନ ରହି ଜନସାଧାରଣ ମଧ୍ୟ ଏନେଇ ସଚେତନ ହେବା ନିତ୍ୟାନ୍ତ ଆବଶ୍ୟକ ।

ନେହେଲେ କ୍ଷଣିକ ଆନନ୍ଦ ନେବ ନିରୀହ ଜୀବନ ଏବଂ ସଚେତନ କେବଳ ଫଳକରେ ସୀମିତ ହୋଇ ରହିଯିବ ।

new life
You might also like
error: Content is protected !!