News
WhatsApp Image 2023-10-04 at 17.25.00
samparksetu

ଆମ୍ବ ବଗିଚାକୁ ଆମ୍ବ ଆଣିବାକୁ ଯାଇ ଦନ୍ତା ଆକ୍ରମଣର ଶିକାର ହେଲେ ବ୍ୟକ୍ତି

ଆମ୍ବ ବଗିଚାକୁ ଆମ୍ବ ଆଣିବାକୁ ଯାଇ ଦନ୍ତା ଆକ୍ରମଣର ଶିକାର ହେଲେ ବ୍ୟକ୍ତି । ଢେଙ୍କାନାଳ ଜିଲ୍ଲା କଙ୍କିଳୀ ଗ୍ରାମରେ ଆଜି ସକାଳେ ଜଣେ ବ୍ୟକ୍ତି ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ସେହି ଗ୍ରାମର ପାକେଲା ସେଠୀ (୫୫) ।

ସୂଚନା ଅନୁଯାୟୀ , ପାକେଲା ସକାଳୁ ସକାଳୁ ଆମ୍ବ ବଗିଚାକୁ ଆମ୍ବ ଆଣି ଯାଇଥିଲେ ସେଠାରେ ହଠାତ ଏକ ଦନ୍ତା ଆସି ତାଙ୍କୁ ଆକ୍ରମଣ କରିଥିଲା । ଦନ୍ତା ହାତୀ ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

new life
You might also like
error: Content is protected !!