News
WhatsApp Image 2023-10-04 at 17.25.00
samparksetu

ଗଛ ଟିଏ

ଗଛ ଟି ଏ ସେ ଗଛ ଟିଏ l
ମୋ ଅଗଣାର ଗଛ ଟିଏ ll
ନେଇଛି ତା ସାଥେ ଫୋଟୋ ଟିଏ l
ସତେ କି ସେ ମୋର ବନ୍ଧୁ ଟିଏ ll
ଦିସୁଛି ସୁନ୍ଦର ଡାଉଲ ଡଉଲ l
ଫୁଲ ଫଳ ଗଢା ଗଛ ଟିଏ ll
କି ସୁନ୍ଦର ବାସ ଝରାଉ ଥାଏ l
ତାକୁ ମୁ ବହୁତ ଭଲ ପାଏ ll
ତା ମୂଳେବସିଲେକେତେ ଜେ ଆନନ୍ଦ
ସଭିଙ୍କୁ ଏ କଥା ଜଣା ଥାଏ ll
ପାଣି ଟିକେ ଦେଲେ ମୂଳରେ ଅଜାଡ଼ିl
ଵାର ମାସ ସେ ହସୁ ଥାଏ ll
ଦିଅଇ କେତେ ଯେ ଅମୂଲ୍ୟ ସମ୍ପଦ l
ସଭିଙ୍କୁ ଏ କଥା ଜଣା ଥାଏ ll
ତଥାବି ମଣିଷ ଦିନ ରାତି l
ଗଛ କାଟୁ ଥାଏ,,,,,ll

ଅମ୍ଳଜାନ ଯେବେ ଅଭାବ ହେଲାଣି l
ଶାହା ହବ ଏବେ ଗଛ ଟିଏ ll
ବୁଝି କି ପାରିବ ମଣିଷ,, ଏବେ l
ଗଛ ଟିଏ କେତେ କାମ ଦିଏ ll
ଲଗାଇବା ଚାଲ ଗଛ ଟିଏ l
ନ ଦଉ ପଛକେ ଫୁଲ ଫଳ ଟିଏ ll
ଦବ ସେ ଅମ୍ଳଜାନ ଟିଏ l

ବଞ୍ଚିବା ନିଶ୍ବାସ ନେଇ ଟିଏ ll
ବଞ୍ଚିବାର ରାହା ସେ ଅଟେ l
ସେ ବି ଆମର ବନ୍ଧୁ ଅଟେ ll
ବାଟରେ ଦେଖିଲେ ଗଛ ଟିଏ l
ଯତ୍ନ କର ତାକୁ ଭାଇ ଟିକେ ll

new life
You might also like
error: Content is protected !!