News
WhatsApp Image 2023-10-04 at 17.25.00
samparksetu

୨୦୨୧-୨୨ ଆର୍ଥିକ ବର୍ଷ ବଜେଟ୍, ଜାଣନ୍ତୁ, କାହାକୁ ମିଳିଲା କେତେ !

ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଜାଣନ୍ତୁ ରାଜ୍ୟ ବଜେଟର ପ୍ରମୁଖ ଦିଗଗୁଡିକ ଉପରେ।

୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ

ପ୍ରଶାସନିକ ବ୍ୟୟ ପାଇଁ ୮୫ ହଜାର କୋଟି

କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭୫ ହଜାର କୋଟି

ବିପର୍ଯ୍ୟୟ ପ୍ରଶମନ ବ୍ୟୟ ନିମନ୍ତେ ୩ ହଜାର ୫୦ କୋଟି

କୃଷି କ୍ଷେତ୍ର ପାଇଁ ୧୭ ହଜାର ୪୬୯ କୋଟି ବ୍ୟୟ ବରାଦ

କାଳିଆ ଯୋଜନାରେ ୧ ହଜାର ୮୦୦ କୋଟି

କାଳିଆ ଯୋଜନାରେ ୫୦ ହଜାର ଯାଏଁ ଶୂନ ସୁଧରେ ଋଣ

ଓଡିଶା ମିଲେଟ ମିଶନ ପାଇଁ ୧୦୬ କୋଟି ବ୍ୟୟ ବରାଦ

ଓଡିଆ ଭାଷା, ସଂସ୍କୃତି ଓ ଐତିହ୍ୟର ପ୍ରୋତ୍ସାହନ ପାଇଁ ୧୩୫ କୋଟି

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ୫୧ କୋଟି

ଐତିହ୍ୟ ସ୍ଥଳୀର ସୁରକ୍ଷା, ସଂରକ୍ଷଣ ପାଇଁ ୮ କୋଟି

ସୁନ୍ଦରଗଡରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପାଇଁ ୯୦ କୋଟି ଟଙ୍କା

ସ୍ୱାସ୍ଥ୍ୟ ସେବା ପାଇଁ ୯ ହଜାର ୧୬୪ କୋଟି

ନିରାମୟ ଯୋଜନା ପାଇଁ ୬୦୦ କୋଟି ଟଙ୍କା

ନିଦାନ ଯୋଜନା ପାଇଁ ୨୨୯ କୋଟି ଟଙ୍କା

ପାଇପରେ ପାନୀୟ ଜଳ ଯୋଗାଣ ପାଇଁ ୧୨ ହଜାର କୋଟି

ଜଳ ସମ୍ପଦ ବିକାଶ ପାଇଁ ୮ ହଜାର ୨୬୬ କୋଟି ଟଙ୍କା

ଓୟୁଏଟି ପାଇଁ ଖର୍ଚ୍ଚ ହେବ ୧୪୮ କୋଟି ଟଙ୍କା

ଶକ୍ତି ବିଭାଗ ପାଇଁ ୧ ହଜାର ୭୯୯ କୋଟି ଟଙ୍କା

ରାଜ୍ୟରେ ରାସ୍ତା ନିର୍ମାଣ ପାଇଁ ୨୨୯୬ କୋଟି

ବିଜୁ ସେତୁ ଯୋଜନା ବାବଦକୁ ୯୧୨ କୋଟି

ରେଳ ପ୍ରକଳ୍ପର ବିକାଶ ପାଇଁ ୩୯୬ କୋଟି

କଟକ, ବରମୁଣ୍ଡା ବସ ଟର୍ମିନାଲ ପାଇଁ ୧୦୦ କୋଟି ଲେଖାଏଁ

ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୪, ୩୭୦ କୋଟି

ମହିଳା ଓ ଶିଶୁ ବିକାଶ ପାଇଁ ୩ ହଜାର ୯୦୬ କୋଟି

ମମତା ଯୋଜନା ପାଇଁ ୨୭୯ କୋଟି ଟଙ୍କାର ବ୍ୟୟ ବରାଦ

ମିଶନ ଶକ୍ତି ବାବଦକୁ ୩୧୬ କୋଟି ଟଙ୍କାର ବ୍ୟୟ ବରାଦ

new life
You might also like
error: Content is protected !!