News
WhatsApp Image 2023-10-04 at 17.25.00
samparksetu

ବନ୍ଧୁତା

ବନ୍ଧୁ ……
ନିର୍ମଳ ଐଶ୍ଵରିୟ ଭିର୍ଣ୍ଣ ଏକ ସମ୍ପର୍କ
ଜୀବନର  ଗୁରୁତ୍ୱପୂର୍ଣ୍ଣ ଭୂମିକା
ବନ୍ଧୁ କେବଳ ଶବ୍ଦ ନୁହେଁ
ମନର ଅନୁଭବ ଓ ଆତ୍ମାର ଅତ୍ମୀୟତା ||

ବନ୍ଧୁ…..
ଜୀବନର  ପ୍ରତିନିଧିତ୍ଵ ସମ୍ପର୍କ
ସୁଖ ଦୁଃଖ ବନ୍ଧନର ସର୍ବୋତ୍ତମ ଦର୍ପଣ
ବନ୍ଧୁତ୍ୱ ବୟସର ମାପ କାଠି ନୁହେଁ
ଅସରାଏ ପରିସ୍ଥିତିର ସାହସ ଓ ଭରସା

ବନ୍ଧୁ…..
ହୃଦୟର ଅନ୍ତରରୁ ସମର୍ଥନ ବନ୍ଧୁତା
ଚିରସ୍ଥାୟୀ ସମ୍ମାନରେ  ପରିଚିତ  ସର୍ବଦା
ବନ୍ଧୁ ସମ୍ପର୍କର ଉପହାର ନୁହେଁ
ଅମୁଲ୍ୟ ସମ୍ପର୍କରେ ନା” ତାର ବନ୍ଧୁତା …….

✍️ କାଦମ୍ବରୀ ମହାଖୁଡ଼

new life
You might also like
error: Content is protected !!