News
WhatsApp Image 2023-10-04 at 17.25.00
samparksetu

ପାରିବାରିକ କଳହ କୁ ନେଇ ଏସିଡ ମାଡ

ଭୁବନ ବ୍ଲକ ବାଳିବୋ ପଞ୍ଚାୟତ ଅନ୍ତର୍ଗତ ଗଡଗହମପୁର୍ ଗ୍ରାମ ର ୱାର୍ଡ ନମ୍ୱର ୬ ଲତାବିଲ ସାହିରେ ପାରିବାରିକ କଳହକୁ ନେଇ ଏସିଡ ମାଡ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ କି , ଗ୍ରାମର ଯୋଗୀ ନାୟକଙ୍କ ସାନପୁଅ ଭାଗିରଥି ନାୟକ (୪୦) ରାତି ପ୍ରାୟ ୧୦ଟା ବେଳେ ଏସିଡ ମାଡ ହୋଇଥିବା ଜଣାପଡିଛି । ଭାଗିରଥି ସୁରପ୍ରତାପପୁର ଗ୍ରାମରେ ଶଶୁର ଘରେ ରୁହନ୍ତି । ସ୍ତ୍ରୀ ବାପ ଘରେ ଥିବା ବେଳେ ଭାଗିରଥି ନିଜ ଗାଁ ଲତାବିଲ କୁ ଆସିଥିଲେ । ଘରେ ଥିବା ବେଳେ ତାଙ୍କୁ କେହି ଏସିଡ ଢାଳି ଦେଇଥିଲେ । କିନ୍ତୁ ଭାଗିରଥି ଭୁବନ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ସେ କୁହନ୍ତି ତାଙ୍କର ପାରିବାରିକ କଳି ଭାଇ ମାନଙ୍କ ସହ ଥିଲା ।

new life
You might also like
error: Content is protected !!