News
WhatsApp Image 2023-10-04 at 17.25.00
samparksetu

ଗଁଦିଆ ଚ୍ୟାଲେଂଜର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଗଁଦିଆ ଖେଳ ପଡିଆରେ ଗଁଦିଆ କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଥିବା ଚ୍ୟାଲେଂଜର କପ୍ ର ଫାଇନାଲ ମ୍ୟାଚ୍ ରେ ଗଁଦିଆ ପାଟଣା ବନାମ ଭୁବନ କ୍ରିକେଟ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଦୁଇ ଟୁର୍ଣ୍ଣାମେଣ୍ଟରେ ଉତ୍ତମ ଖେଳ ପ୍ରଦର୍ଶନ କରି ଫାଇନାଲରେ ସାମ୍ନାସାମ୍ନି ହୋଇଥିଲେ । ଭୁବନ ଦଳ ଟସ୍ ବିଜୟୀ ଲାଭ କରି ପ୍ରଥମେ ବ୍ୟାଟିଂ କରି ୧୯୭ ରନ୍ କରିବାରେ ସକ୍ଷମ ହୋଇଥିଲା। ୧୯୮ ରନ୍ ର ବିଶାଳ ସ୍କୋର୍ କୁ ପିଛା କରି ଗଁନ୍ଦିଆ ପାଟଣା ଦଳ ୫ ୱିକେଟ ବିନିମୟରେ ବିଜୟୀ ହୋଇ ଚଳିତ ବର୍ଷ ଚ୍ୟାଲେଞ୍ଜର କପ୍ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା।

new life
You might also like
error: Content is protected !!