News
WhatsApp Image 2023-10-04 at 17.25.00
samparksetu

କରୋନା ରେ ମୃତ ମହିଳାଙ୍କ ଶବ ଦାହ କଲେ ତହସିଲଦାର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ପିଙ୍ଗୁଆ ଗ୍ରାମରେ ଘଟିଛି ହୃଦୟ ବିଦାରକ ଘଟଣା । ଉକ୍ତ ଗ୍ରାମର ଗଙ୍ଗାଧର ବେହେରା ଙ୍କ ସ୍ତ୍ରୀ ସାବିତ୍ରୀ ବେହେରା (୫୭) ଗତ ୨୨ତାରିଖ ରୁ କରୋନା ପଜିଟିଭି ହୋଇ ଘରେ ରହି ଚିକିତ୍ସା ହେଉଥିଲେ । ରବିବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ,ଭୟରେ କେହି ତାଙ୍କ ଶବର ପାଖ ମାଡି ନଥିଲେ ।

ପରେ ତହସିଲଦାର ଆଶିଷ ସାହୁ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସିଂହ, ନନ୍ଦ କିଶୋର ନାୟକ ଏବଂ ଆନନ୍ଦ ଚନ୍ଦ୍ର ନାୟକ ପିପିଇ କିଟ ପିନ୍ଧି ଅଞ୍ଚଳ ବାହାରେ ନେଇଶବ ଦାହ କରିଥିଲେ ।

new life
You might also like
error: Content is protected !!