News
WhatsApp Image 2023-10-04 at 17.25.00
samparksetu

ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା ପଞ୍ଜିକରଣ ଶିବିର

ଗଁଦିଆ ବ୍ଳକ୍ ଷଡ଼ଙ୍ଗି ଗ୍ରା.ପ କାର୍ଯ୍ୟ।ଳୟଠାରେ ଆଜି ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା ପଞ୍ଜିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ଶିବିରରେ ଢେଙ୍କାନାଳ ଜିଲ୍ଲା ଓରମାସ ତରଫରୁ ଏକଜିକ୍ୟୁଟିଭ ଆସିଷ୍ଟ।ଣ୍ଟ ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାସ, ଗଁଦିଆ ପଞ୍ଚାୟତ ସମିତିର ପ୍ରଗତି ସହାୟକ ଶ୍ରୀ ନିରାକାର ନାୟକ ଏବଂ ବିଭିନ୍ନ ସଂସ୍ଥାର PIA ଯୋଗ ଦେଇଥିଲେ । ଉକ୍ତ ଶିବିରରେ ୩୦୦ ଜଣ ଗ୍ରାମାଞ୍ଚଳର ଯୁବକ ଯୁବତୀ ନାମ ପଞ୍ଜିକରଣ କରିଥିଲେ ।

new life
You might also like
error: Content is protected !!