News
WhatsApp Image 2023-10-04 at 17.25.00
samparksetu

୩ଦିନ ପରେ ନିଖୋଜ ନିର୍ମଳଙ୍କ ଗଳିତ ଶବ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ସନ୍ଥପୁ୍ର ଗ୍ରାମର ନିଖୋଜ ନିର୍ମଳ ସାହୁ (୫୭)ଙ୍କ ଗଳିତ ମୃତଦେହ କୁ ଆଜି ଗଁଦିଆ ଅଗ୍ନିଶମ ବାହିନୀ ଓ ଢେଙ୍କାନାଳ ଓଡ୍ରାଫ ଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କରିଛନ୍ତି

। ଗାଧୋଇ ଯାଇ ନିଖୋଜ ହେବା ସଂଦେହ କରି ପରିବାର ଲୋକେ ପ୍ରଥମେ ଗଁଦିଆ ଅଗ୍ନିଶମ ବାହିନୀ କୁ ଓ ପରେ ଓଡ୍ରାଫକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ, ଓଡ୍ରାଫ ଏବଂ ସ୍ଥାନୀୟ ଲୋକ ଙ୍କ ତିନିଦିନ ର ଅକ୍ଲାନ୍ତ ପରିଶ୍ରମ ପରେ ଆଜି ଘଟଣା ସ୍ଥଳରୁ ତଳକୁ ପ୍ରାୟ ଦୁଇ ରୁ ତିନି କିଲୋମିଟର ଦୂରରେ ଭାସିଯାଇଥିବା ନିର୍ମଳ ଙ୍କ ଗଳିତ ଶବକୁ କୁ ଉଦ୍ଧାର କରିଛନ୍ତି । ପୋଲିସ ୨୨/୨୦୨୨ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଢ଼େଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି।

new life
You might also like
error: Content is protected !!