News
WhatsApp Image 2023-10-04 at 17.25.00
samparksetu

ଅସୁସ୍ଥ ଦନ୍ତାର ଚାଲିଛି ଚିକିତ୍ସା

ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ଗୁରିଲୋ ଗ୍ରାମର ଏକ ଫିଲ୍ଡରେ ନିକଟସ୍ଥ ଏକ ଦନ୍ତା ହାତୀ ଅସୁସ୍ଥ ହୋଇ ପଡିଥିବା ବେଳେ ତାର ଚିକିତ୍ସା ଜାରି ରହିଥିବା ଜଣା ପଡିଛି ।

ସୂଚନା ଅନୁଯାୟୀ ୧୫ ବର୍ଷୀୟ ଦନ୍ତାଟି ଫିଲ୍ଡ ନିକଟରେ ପଡିରହିଥିବା ଖବର ପାଇ ସ୍ଥାନିୟ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀ ଟିର ଚିକିତ୍ସା ନିମନ୍ତେ ପଦକ୍ଷେପ ଗ୍ରହଣ କରିଛନ୍ତି ।ହାତୀଟିକୁ ଇଂଜେକ୍ସନ ଇନଞ୍ଜେକନ ସାଲାଇନ ଦେଇ ଚିକିତ୍ସା ଜାରି ରହିଥିବା ଦେଖିବାକୁ ମିଳିଛି । ହାତୀଟି ଅଂଶୁଘାତ ଏବଂ ସଂକ୍ରମଣ ର ଶିକାର ହୋଇଥିବାର ବନ କର୍ମଚାରୀ ଙ୍କ ଠାରୁ ସୂଚନା ମିଳିଛି ।

new life
You might also like
error: Content is protected !!