News
WhatsApp Image 2023-10-04 at 17.25.00
samparksetu

ରାତି ଅଧିଆ ଫଳ ଦୋକାନରୁ ଚୋରି !

ହିନ୍ଦୋଳ ଥାନା ଅନ୍ତର୍ଗତ ମେଡ଼ିକାଲ ଛକରେ ଥିବା ଏକ ଫଳ ଦୋକାନ ଭାଙ୍ଗି ଟଙ୍କା ଓ ଫଳ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ , ମେଡ଼ିକାଲ ଛକରେ ଶ୍ରୀକାନ୍ତ ସାହୁ ଙ୍କ ଫଳ ଦୋକାନରୁ ଦୁର୍ବୃତ୍ତ ରବିବାର ରାତିରେ ଲୁଟ କରି ଫେରାର ହୋଇ ଯାଇଛନ୍ତି ବୋଲି ଥାନାରେ ଅଭିଯୋଗ କରିଛନ୍ତି ଶ୍ରୀକାନ୍ତ । ସବୁଦିନ ଭଳି ଆଜି ସକାଳେ ଦୋକାନ ଖୋଲିବାକୁ ଆସିଥିବା ବେଳେ ଦୋକାନ ଟି ଖୋଲା ପଡିଥିବାର ଦେଖୁବକୁ ପାଇଥିଲେ ।ତେବେ ଏ ସଂକ୍ରାନ୍ତରେ ପୋଲିସ ପଦକ୍ଷେପ ନେବା ସହିତ ମେଡ଼ିକାଲ ଛକରେ ସୁରକ୍ଷା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ କରାଯାଇଛି ।

new life
You might also like
error: Content is protected !!