News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳ ଗଡ଼ର ଗୁପ୍ତ ଗଡ଼ ଭାବରେ ଜଣା ବମ୍ପା

କୋଉ ପୁରାତନ ଯୁଗରୁ ବମ୍ପା ଜଙ୍ଗଲରେ ରହିଛି ହିନ୍ଦୋଳ ରାଜା ଙ୍କ ଗୁପ୍ତଗଡ଼ । ସେହି ଗୁପ୍ତଗଡ଼ ରେ ମା’ କାଳୀଙ୍କ ରୂପରେ ପୂଜା ପାଆନ୍ତି ମା’ ଅନ୍ଧାରୀ। ଯୁଦ୍ଧ ସମୟରେ ଗୁପ୍ତ ଭାବରେ ଗୁପ୍ତଗଡ଼ରେ ରହି ମା’ ଙ୍କ ଆରାଧନା କରନ୍ତି ରାଜା । ମା’ ଙ୍କ ଆଶୀର୍ବାଦରୁ ଅନେକ ଯୁଦ୍ଧ ମଧ୍ୟ ଜିତିଥିଲେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମା’ ଅର୍ଧଭଗ୍ନ ମନ୍ଦିରରେ ହିଁ ପୂଜା ପାଉଛନ୍ତି । ଯେବେବି ମା’ ଙ୍କର ମନ୍ଦିର ପୂର୍ଣ୍ଣ ନିର୍ମାଣ ପାଇଁ ପ୍ରୟାଶ ହୋଇଛି ସେବେ ସେହି ଅଞ୍ଚଳରେ ଅନିଷ୍ଟ ଶ୍ରୁଷ୍ଟି ହୋଇଛି । ମା ‘ ଙ୍କ ଆଦେଶ ସେ ଏହି ପରି ଉଲଘ୍ନ ଭାବରେ ପୂଜା ପାଇବେ ।

ପ୍ରକୃତି କୋଳରେ ଘଞ୍ଚ ଜଙ୍ଗଲର ସୁନ୍ଦର ପରିବେଶରେ ରହିଛି ମା’ ଙ୍କ ପୀଠ ଯାହା ଢେଙ୍କାନାଳ ସହର ଠାରୁ ୨୫ କିମି ଦୂରରେ ଅବସ୍ଥିତ । ଦୁର୍ଗାଷ୍ଟମୀ ରେ ମା’ ଙ୍କର ହୁଏ ବଡ଼ ପର୍ବ ।

new life
You might also like
error: Content is protected !!