News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଅପଡେଟ୍ ର ପ୍ରଭାବ; ଖବର ପ୍ରସାରଣ ପରେ ସଚଳ ହେଲା HIV ପରୀକ୍ଷା ମେସିନ

ଢେଙ୍କାନାଳ ରକ୍ତ ଭଣ୍ଡାରରେ ଥିବା ୩ଟି ଯାକ HIV ପରୀକ୍ଷା ମେସିନ ଖରାପ ଥିଲା , KTPL ନାମକ ଏକ ଘରୋଇ କମ୍ପାନୀ ସାରା ଓଡ଼ିଶା ର ରିପାଇରିଂ ଠିକା ନେଇଛି I ଯାହା ଫଳରେ କିଏ ରକ୍ତ ଦେଲେ ରୋଗୀଙ୍କ ସେବାରେ ଲାଗିପାରୁଥିଲା ନା କିଏ ରକ୍ତ ଦେଇ ପାରୁଥିଲା ।

ଯାହାର ଖବର ଗତକାଲି ଢେଙ୍କାନାଳ ଅପଡେଟ୍ ରେ ପ୍ରଶାରଣ କରିବା ସହ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲୁ । ତେବେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଅଚଳ ଥିବା ମେସିନ ୩ଟି ମଧ୍ୟରୁ ଗୋଟିଏ ମେସିନ ସଚଳ ହୋଇଛି । ତେବେ ରକ୍ତ ଦାନ କରି ଅନ୍ୟର ଜୀବନ ବଞ୍ଚାନ୍ତୁ ।

new life
You might also like
error: Content is protected !!