News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ଘେରାବନ୍ଦୀ ହେଲା ମୁକୁଳା ଟ୍ରାନ୍ସଫର୍ମର

ଢେଙ୍କାନାଳ  ସଦର ବ୍ଲକ ଗେଙ୍ଗୁଟିଆ ତଳସାହି ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ଥିବା ଉଚ୍ଚ କ୍ଷମତାସମ୍ପନ୍ନ ଦୁଇଟି ଟ୍ରାନ୍ସଫର୍ମର ଘେରାବନ୍ଦୀ କରାଯାଇ ନ ଥିବାର ଖବର ଆମେ ପ୍ରସାରଣ କରିଥିଲୁ । ଟ୍ରାନ୍ସଫର୍ମର ୨ଟି ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ଥିବାରୁ ଏହା ବିପଦ ପୂର୍ଣ୍ଣ ଥିଲା ।

ତେବେ ଖବର ପ୍ରସାରଣ ପରେ ଟ୍ରାନ୍ସଫର୍ମର ୨ଟିକୁ  ବିଭାଗ ପକ୍ଷରୁ ଘେରାବନ୍ଦୀ କରାଯାଇଛି ।

new life
You might also like
error: Content is protected !!