News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ପୁନଃଉଦ୍ଧାର ହେଲା ନଳକୂପ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ କନ୍ତିଓ ପୁଟସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜକା ଗ୍ରାମର ଥିବା ନଳକୂପ ଉପରେ ସମ୍ପୂର୍ଣ୍ଣ ଗ୍ରାମବାସୀ ନିର୍ଭରଶୀଳ କହିଲେ ଅତ୍ୟୁକ୍ତି ହେବ ନାହିଁ । ନଳକୂପ ଟି ସଠିକ୍ ଭାବେ କାର୍ଯ୍ୟରତ କରୁଥିଲେ ମଧ୍ୟ ନଳକୂପଟି ଲଟାବୁଦା ଘାସରେ ପୋତି ହେଇ, ହେଲେ କର୍ତ୍ତୃପକ୍ଷଙ୍କ ଦୃଷ୍ଟିଗୋଚର ହେଉନଥିବାର ଖବର ୯ ଅଗଷ୍ଟ ରେ ପ୍ରସାରିତ ହୋଇଥିଲା ।

ପୂର୍ବରୁ ପ୍ରସାରିତ ଖବର

ଢେଙ୍କାନାଳ ଅପଡେଟରେ ଖବର ପ୍ରସାରଣ ହେବାର ମାତ୍ର ୨/୩ ଦିନ ଭିତରେ ନଳକୂପର ଚାରି ପାଖ ପରିଷ୍କାର ପରିଚ୍ଛନ୍ନ କରାଯାଇ ତାହାର ପୁନଃଉଦ୍ଧାର କରାଯାଇଛି ।

new life
You might also like
error: Content is protected !!