News
WhatsApp Image 2023-10-04 at 17.25.00
samparksetu

ଆମର ପ୍ରଭାବ ; ଖବର ପ୍ରସାରଣ ପରେ ସଚଳ ହେଲା ଅଚଳ ନଳକୂପ

କାମାକ୍ଷନଗର ବ୍ଲକ ଅନ୍ତର୍ଗତ ତୁମୁସିଂହା ଗ୍ରାମ ଗାନ୍ଧୀ ନଗର ସାହିରେ ପ୍ରାୟ ୪୦ ରୁ ଉର୍ଦ୍ଧ୍ୱ ପରିବାର ରହୁଥିବା ବେଳେ ସେଠାରେ ଗୋଟିଏ ସରକାରୀ କୂଅ ଓ ଗୋଟିଏ ନଳକୂପ ରହିଅଛି। କିନ୍ତୁ ଉକ୍ତ ନଳକୂପ ଭଙ୍ଗାରୁଜା ହୋଇ ଦୀର୍ଘ ଦିନ ହେଲା ପଡ଼ିରହିଥିଲା
ଫଳରେ ଜନସାଧାରଣ ଅନ୍ୟ ଏକ ଖୋଲା କୂଅରୁ ପାଣି ପିଇବା ଦ୍ଵାରା ୮/୯ ଜଣ କମ୍ ବୟସୀୟ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହେଉଥିଲେ ।

ତେବେ ଏ ନେଇ ଆମେ ଖବର ପ୍ରସାରଣ ପରେ ଉକ୍ତ ନଳକୂପ ଟିକୁ ସଚଳ କରାଯାଇଛି । ନଳକୂପ ଟି ସଚଳ ହେବା ପରେ ଅଞ୍ଚଳବାସୀ ଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

new life
You might also like
error: Content is protected !!