News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ର ୨ଦିନ ପରେ ବନମାଳୀପ୍ରସାଦ ରାସ୍ତା ରେ ପଡିଲା କ୍ରସର ଡଷ୍ଟ ; ଖୁବ ଶୀଘ୍ର ଆରମ୍ଭ ହେବ ରାସ୍ତା କାର୍ଯ୍ୟ

ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ୯ ନଂ ୱାର୍ଡ ବନମାଳୀପ୍ରସାଦ ନୂଆସାହି ର ରାସ୍ତା , ଯାହାକି ସାମାନ୍ୟ ବର୍ଷାରେ ରାସ୍ତାଟିର ଅବସ୍ଥା ଏତେ ଶୋଚନୀୟ ହୋଇଯାଏ ଯେ ଏହି ରାସ୍ତା ଦେଇ ଯାତାୟତ କରିବା କଷ୍ଟକର ହୋଇପଡୁଥିଲା ।

ଏ ନେଇ ଜୁନ ୨୯ ରେ ଢେଙ୍କାନାଳ ଅପଡେଟ ରେ ଏକ ଖବର ପ୍ରସାରଣ ହେବା ସହ ବିଭାଗୀୟ ଅଧିକାରୀ ଙ୍କ ସହ ଯୋଗାଯୋଗ କରାଯାଇଥିଲା ।

ତେବେ ଖବର ପ୍ରସାରଣ ର ୨ଦିନ ପରେ ଉକ୍ତ ରାସ୍ତାରେ କ୍ରସର ଡଷ୍ଟ ପକାଯାଇ ଉକ୍ତ ରାସ୍ତାଟିକୁ ଗମନାଗମନ ଉପଯୋଗୀ କରାଯାଇଥିବା ବେଳେ ୧ ସପ୍ତାହ ମଧ୍ୟରେ ରାସ୍ତା କାର୍ଯ୍ୟ ଆରମ୍ଭ ହେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଅଧିକାରୀ ।

new life
You might also like
error: Content is protected !!