News
WhatsApp Image 2023-10-04 at 17.25.00
samparksetu

ଗ୍ୟାସଟାଙ୍କି ଫାଟି ମହିଳାଙ୍କ ମୃତ୍ୟୁ , ସ୍ୱାମୀ ଗୁରୁତ୍ତର !

ଗ୍ୟାସ ଟାଙ୍କି ବିସ୍ଫୋରଣ ରେ ମହିଳାଙ୍କ ମୃତ୍ୟୁ, ସ୍ତ୍ରୀ କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ଗୁରୁତ୍ତର । ଏଭଳି ଅଘଟଣ ଘଟିଚି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମର ଉପର ନୁଆ ସାହିରେ ।

ସୂଚନା ଅନୁଗତକାଲି ଇନ୍ଦିପୁର ଗ୍ରାମର ଶୈଳବାଳା ପାତ୍ର ରୋଷେଇ କରୁଥିବା ସମୟରେ ହଠାତ ଗ୍ୟାସ ଲିକ କରିବା ଫଳରେ ବିସ୍ଫୋରଣ ଘଟିଥିଲା ।

ଶୈଳବାଳାଙ୍କ ସ୍ୱାମୀ ରାମଚନ୍ଦ୍ର ସାହୁ ଶୈଳଵାଳା ଙ୍କୁ ବଞ୍ଚାଇବାର ପ୍ରୟାସ କରିଥିବା ବେଳେ ତାଙ୍କର ଅଧିକାଂଶ ଅଂଶରେ ନିଆଁ ଲାଗିଯାଇଥିଲା ।

ତାଙ୍କୁ ଗୁରୁତ୍ତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପରେପରେ କଟକ ବଡ଼ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ହେକେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

new life
You might also like
error: Content is protected !!