News
WhatsApp Image 2023-10-04 at 17.25.00
samparksetu

ଆନ୍ତର୍ଜାତୀୟ ଗଣିତ ଦିବସ ପାଳିତ

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଗଣିତ ଦିବସ ପାଳିତ ହୋଇଯାଇଛି ।ଗଣିତ ବିଭାଗର ମୁଖ୍ୟ ଡା.ସୁରେଖା ବଳିଆରସିଂ ଗଣିତ ଦିବସର ପ୍ରାଧାନ୍ୟ ଉପରେ ଆଲୋକପାତ
କରଥିଲେ । ଆଜିର ଦିବସକୁ ପାଏ ଦିବସ କୁହାଯାଉଛି ବୋଲି କହିବା ସହତି ବେଦରେ ପାଏର ଆନୁମାନିକ ମୂଲ୍ୟ କିପରି ଶ୍ଳୋକ ମାଧ୍ୟମରେ ଦଶମିକ ୨୮ ସ୍ଥାନ ପର୍ଯ୍ୟନ୍ତ ନିର୍ଣ୍ଣୟ କରାଯାଇଛି ବୋଲି କହିଥିଲେ ।

ପ୍ରାୟ ୪୯୬୫ ବର୍ଷ ପୂର୍ବରୁ ବିଖ୍ୟାତ ଗଣିତଜ୍ଞ ଆର୍ଯ୍ୟଭଟ୍ଟ ପାଏର ମୂଲ୍ୟ ନିରୂପଣ କରିଥିଲେ ।ପାଏର ଆନୁମାନିକ ମୂଲ୍ୟ ୩.୧୪ବୋଲି ସଚୂନା ଦେଇଥିଲେ।ଏହି ଅବସରରେ ବିଭାଗର ଅଧ୍ୟାପିକା ଦୀପାଞ୍ଜଳୀ ସାହୁ , ପଷ୍ପୁ ।ଞ୍ଜଳୀ ମହାପାତ୍ର ନିଜରର ସୂଚନା ପ୍ରଦାନ କରିଥିଲେ ।ବିଭାଗର ସମସ୍ତ ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

new life
You might also like
error: Content is protected !!