News
WhatsApp Image 2023-10-04 at 17.25.00
samparksetu

ନାରୀ ପାଇଁ

ନାରୀ ତୁମେ ମାୟା
ରମ୍ୟା ତୁମ କାୟା
କେବେ ହୁଅ ଜାୟା
ସର୍ବେ କରି ବାୟା ।
ପିତୃ ମାତୃ କନ୍ୟା
ଆନନ୍ଦର ବନ୍ୟା
ଭାଇର ଭଗିନୀ
ସ୍ୱାମୀର ସଙ୍ଗିନୀ ।
ଆନନ୍ଦ ଦାୟିନୀ
ଦୁଃଖର ହାରିଣୀ
ମଧୁର ଭାଷିଣୀ
ଦୁର୍ଗତି ନାଶିନୀ ।
ନାରୀ ତୁମେ ସୃଷ୍ଟି, ସ୍ଥିତି,ପ୍ରଗତିର ଅବିଶ୍ରାନ୍ତ ଧାରା
ତୁମେ ଗତି, ତୁମେ ମୁକ୍ତି,ତୁମ ପାଇଁ ହସେ ବସୁନ୍ଧରା।

new life
You might also like
error: Content is protected !!