News
WhatsApp Image 2023-10-04 at 17.25.00
samparksetu

ଅଲେଖ ମହିମା ମଠରୁ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଚୋରି !

କାମାଖ୍ୟାନଗର ବ୍ଲକ ତୁମୁସିଂହା ଥାନା ଅନ୍ତର୍ଗତ ଜକା ଗ୍ରାମରେ ଅବସ୍ଥିତ ସନାତନ ଧର୍ମର ଅନ୍ୟ ଏକ ପ୍ରମୁଖ ମଠ ହେଲା ମହିମା ଅଲେଖ ।

ଗତକାଲି ବିଳମ୍ବିତ ରାତ୍ରିରେ କିଛି ଦୁର୍ବୃତ୍ତ ମଠର ଗେଟ୍ ଭାଙ୍ଗି ମଠ ମଧ୍ୟରେ ଥିବା ୨୧ ହାତିଆ ମନ୍ଦିରର ମୁଖ୍ୟଦ୍ବାରା ଭାଙ୍ଗି ସେଥି ମଧ୍ୟରେ ଥିବା ଲକ୍ଷାଧିକ ଟଙ୍କାର ପିତଳ ଝାଡ, ଦୀପ, ଓ ଅନ୍ୟାନ୍ୟ ଆସବାବ ପତ୍ର ଚୋରି କରି କଳାକନା ବୁଲାଇଛନ୍ତି ।

new life
You might also like
error: Content is protected !!