News
WhatsApp Image 2023-10-04 at 17.25.00
samparksetu

କୈବଲ୍ୟ ବଜାର ଲକ୍ଷ୍ମୀପୂଜା କମିଟିର ନୂତନ କର୍ମକର୍ତା ଚୟନ

କୈବଲ୍ୟ ବଜାର ସ୍ଥିତ ସ୍ଥାନୀୟ ଲକ୍ଷ୍ମୀ ମଣ୍ଡପ ଠାରେ ଉପସଭାପତି ଶ୍ରୀନିବାସ ଷଡ଼ଙ୍ଗୀ ଙ୍କ ସ୍ୱଭାପତିତ୍ୱରେ କୈବଲ୍ୟ ବଜାର ପୂଜା କମିଟିର ଏକ ସାଧାରଣସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବ କାର୍ଯ୍ୟସାରଣୀ ଅନୁଯାୟୀ ୨୦୨୦ ଏବଂ ୨୦୨୧ ବର୍ଷର କୋଭିଡ ଅନୁସାରେ ଆୟୋଜନ ହୋଇଥିବା ଲକ୍ଷ୍ମୀପୂଜା ଆୟଵ୍ୟୟର ହିସାବ ପଠନ କରାଯାଇଥିଲା ।

୨୦୨୨ ଚଳିତ ବର୍ଷର ପୂଜା ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା ଏବଂ ସର୍ବ ସମ୍ମତି କ୍ରମେ ନୂତନ କର୍ମକର୍ତା ଚୟନ କରାଯାଇଥିଲା । ସଭାପତି ଭାବରେ ରାଜା କାମାକ୍ଷା ପ୍ରସାଦ ସିଂହଦେଓ , ଉପଦେଷ୍ଟା ଭାବେ ପ୍ରସନ୍ନ କୁମାର ପଟନାୟକ , ଉପସଭାପତି ଶ୍ରୀନିବାସ ଷଡ଼ଙ୍ଗୀ , ନୂତନ ସଂପାଦକ ଭାବେ ଦୀପକ କୁମାର ମିଶ୍ର , କୋଷାଧ୍ୟକ୍ଷ ଭାବେ ଶଂକଟ ଭଞ୍ଜନ ବେହେରା , କାର୍ଯ୍ୟକାରୀ କିମିଟିର ୭ଜଣ ଯୁବ କର୍ମକର୍ତା ସ୍ଥାନ ପାଇଥିଲେ ।ଅମରେନ୍ଦ୍ର ସାମଲ , ସନ୍ତୋଷ ଶତପଥୀ , ପ୍ରକାଶ ପତି ,ଶିବରାମ ଦାସ, ପ୍ରତାପ ପଣ୍ଡା ,ସନ୍ଦୀପ ଷଡ଼ଙ୍ଗୀ , ସଞ୍ଜୀବ ପଣ୍ଡା ପ୍ରମୁଖ ଯୁବ କମିଟିରେ ସ୍ଥାନ ପାଇଥିଲେ ।

new life
You might also like
error: Content is protected !!