ଢେଙ୍କାନାଳ ଜିଲ୍ଲା କାଇମାଟି ଅନ୍ତର୍ଗତ ପଞ୍ଚାୟତ କୋଠଘର ଠାରେ ଟିପିସିଓଡିଏଲ ଓ ଜଗନ୍ନାଥ ହସ୍ପିଟାଲ ମିଳିତ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟ ସେବା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମାଗଣା ଔଷଧ ବଣ୍ଟନ ସହିତ ୧୫୦ ଜଣଙ୍କୁ ମାଗଣା ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା କରାଯାଇଥିଲା l
ଏହି ଶିବିର ରେ ଡାକ୍ତର ଏସ କେ ପଣ୍ଡା, ଫାର୍ମାସିଷ୍ଟ ଆଶୁତୋଷ ତ୍ରିପାଠୀ, ନର୍ସ ସଂଗୀତା କୁମ୍ଭାର ଏବଂ ଲିପୁନ ସାହୁ l ଟିପିସିଓଡ଼ିଏଲ ର ମୁଖ୍ୟ ଲକ୍ଷ୍ୟ ଅସହାୟ ଗରିବଙ୍କୁ ମାଗଣା ସ୍ୱାସ୍ଥ୍ୟ ଓ ମାଗଣା ଔଷଧ ଯୋଗାଇଦେବା l
ଟିପିସିଓଡିଏଲ ତରଫରୁ ସ୍ଥାନୀୟ ଜେଇ କିଶୋର କୁମାର ବେହେରା , କମର୍ଶ ଜେଇ ରଶ୍ମି ରଞ୍ଜନ ସାହୁ, ଲାଇନ ମ୍ୟାନ ପ୍ରଶାନ୍ତ କୁମାର ସାମଲ ଓ ସରୋଜ କୁମାର ନାୟକ ଏହାକୁ ପରିଚାଳନା କରିଥିଲେ l