News
WhatsApp Image 2023-10-04 at 17.25.00
samparksetu

କାକର ବିନ୍ଦୁ

ମୁଁ କାକର ବିନ୍ଦୁଟିଏ
ଏମିତି ସବୁଦିନ ରାତିରେ ଝରିପଡ଼େ l

କେବେ ଚାନ୍ଦିନୀ ରାତି ର ଜୋଛନା
ରେ ଭିଜେ,,
ତ କେବେ ଉଆଁସ ରାତିର
ଆକାଶ କୁ ଖୋଜେ l

ପୁଣି ସବୁଦିନ ସକାଳର ସୁନେଲି
କିରଣ ରେ ମୋ ଅସ୍ତିତ୍ବ କୁ ହଜେଇ ଦିଏ l

ମୋର ବି ଇଚ୍ଛା ଥାଏ କେବେ କାହାର ତୃଷ୍ଣା
ମେଣ୍ଟାଇ ଦିଅନ୍ତି କି…

ହେଲେ ଗୋଟିଏ ରାତିର ଜୀବନ ଜିଇଁ
ମୁଁ  ଦୁନିଆ ପାଇଁ ଉଦାହରଣଟିଏ ସାଜିଯାଏ
କାକର ବିନ୍ଦୁର ନାଁ ନେଇ….!!

✍️ଗୋପବନ୍ଧୁ ବାରିକ

new life
You might also like
error: Content is protected !!