News
WhatsApp Image 2023-10-04 at 17.25.00
samparksetu

କାଲୁରିଆ ଗ୍ରାମରେ ବାଇକ ସହ ଟ୍ରାକ୍ଟର ଧକ୍କାରେ ୨ ମୃତ ୧ ଗୁରୁତର !

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ କାଲୁରିଆ ଗ୍ରାମରେ ଟ୍ରାକ୍ଟର ସହିତ ବାଇକ୍‌ ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହାତ ହୋଇ ଛନ୍ତି ।ମୃତକ ୨ ହେଲେ କାଲୁରିଆ ଗ୍ରାମର ନରୋତମ ବେହେରା ଓ ରାଜ କିଶୋର ବେହେରା । ଶ୍ରୀକାନ୍ତ ସାହୁ ଗୁରୁତର ଆହାତ ହୋଇଥିବା ବେଳେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।

ଗତକାଲି ଏହି ୩ ଜଣ ଆତିଣ୍ଡା ଗ୍ରାମରୁ ଯାତ୍ରା ଦେଖି ବିଳମ୍ବିତ ରାତିରେ ବାଇମ ଯୋଗେ ଫେରୁଥିବା ସମୟରେ ଏକ ବାଲି ବୋଝେଇ ଟ୍ରାକ୍ଟର ସହିତ ମୁହାଁମୁହି ଧକ୍କା ହୋଇଥିଲେ ।

new life
You might also like
error: Content is protected !!