News
WhatsApp Image 2023-10-04 at 17.25.00
samparksetu

ନାଳ ରୁ ଅଜଣା ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର ଥାନା ମୁକ୍ତାପଶି ନାଳ ରୁ ଅଜଣା ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଙ୍କ ପରିଚୟ ମିଳିପାରି ନାହିଁ ।

ସୂଚନା ଅନୁସାରେ ମୁକ୍ତାପଶି ଗ୍ରାମ ନିକଟରେ ଥିବା ନାଳ ରୁ ମୃତଦେହ ପଡ଼ିଥିବା ର ଗ୍ରାମବାସୀ ଦେଖାବାକୁ ପାଇଥିଲେ l
। ଗ୍ରାମବାସୀ ମାନେ ଏ ସମ୍ପର୍କ ରେ ଖବର ପାଇ ପୋଲିସ କୁ ଖବର ଦେଇଥିଲେ ମୃତଦେହ ଟି ତିନି ରୁ ଚାରି ଦନ ହେବ ନାଳ ରେ ପଡ଼ିଥିବା ଅନୁମାନ କରାଯାଉଛି ।

new life
You might also like
error: Content is protected !!