News
WhatsApp Image 2023-10-04 at 17.25.00
samparksetu

କେନାଲରେ ବୁଡି ନାବାଳିକା ମୃତ !

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସାରୁଆଳି ପଂଚାୟତ କଟା ଗାଁର କେନାଲରେ ଆଜି ଗାଁର ତପନ ମୁଣ୍ଡାଙ୍କ ଝିଅ ରାଧି ମୁଣ୍ଡା (୧୩) ଗାଧୋଇଲା ବେଳେ ଅସାବଧାନତା ହେତୁ କେନାଲ ରେ ବୁଡ଼ି ଯାଇଥିଲେ ।

ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲ ରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।କାମାକ୍ଷାନଗର ପୋଲିସ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

new life
You might also like
error: Content is protected !!