News
WhatsApp Image 2023-10-04 at 17.25.00
samparksetu

ପୁରୁଣା ଆଳୁତୁମା ଗ୍ରାମରେ ୧୦ ଦୋଳ ଉତଯାପିତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ବିଭିନ୍ନ ସ୍ଥାନରେ ରାଧାକୃଷ୍ଣ ଙ୍କ ମେଲଣ ଦୋଳ ଯାତ୍ରା ଉଦଯାପିତ ହୋଇଯାଇଛି। ଗତ ୧୦ ଦିନ ଧରି ଉପଖଣ୍ଡର ବିଭିନ୍ନ ଗ୍ରାମରେ ଉତ୍ସବ ପାଳିତ ହୋଇଥିବା ବେଳେ ୧୦ ଦୋଳ ପୁରୁଣା ଆଳୁତୁଣା ଗ୍ରାମ ସମେତ ମହୁଲ ପାଳ , ଖଟକୁରା, ଏକ୍‌ତାଳି, ବେଲ ବସନ୍ତ,ଆଦି ବିଭିନ୍ନ ସ୍ଥାନରେ ଦୋଳ ଯାତ୍ରା ମହୋତ୍ସବ ପାଳିତ ହୋଇଯାଇଛି।

୧୦ ଦୋଳ ଯାତ୍ରାରେ ବିଶାଳ ଶୋଭା ଯାତ୍ରାରେ ନଗର ପରିକ୍ରମା ସମୟରେ ପାରମ୍ପାରିକ ଲୋକ ନୃତ୍ୟ, ଲୌଉଡ଼ି ଖେଳ,କଣ୍ଢେଇ ନାଚ, ଆଦିବାସୀ ମାନଙ୍କ ବଣ ମଣିଷ ନୃତ୍ୟ ଆଦି ପରିବେଶଣ କରି ବେସ୍‌ ମନୋରମ ଆକର୍ଷଣ କରିଥିଲା। ଗ୍ରାମାଞ୍ଚଳ ର ଏହି ପର୍ବ କେବଳ ପରମ୍ପରା ସଂସ୍କୃତି ଭିତରେ ନିମିତ ନୁହେଁ। ଏଥିରେ ଭାଇ ଚାରା ଓ ବନ୍ଧୁତ୍ୱର ନିବିଡ଼ ସଂପର୍କ ଦେଖିବାକୁ ମିଳିଛି । ଏହି ଆଳୁତୁମା ଗ୍ରାମ ଦୋଳ ମଣ୍ଡପରେ ନୟାଗଡ଼ ଜିଲ୍ଲା ରୁ ଆସି ଥିବା ରାମ୍ ଲିଳା ଓ ଯାଜପୁର ଜିଲ୍ଲାର ଝୁଲରେ ନିତାଇ ଝୁଲ୍ ର କଣ୍ଠ ଶିଳ୍ପି ଓ କଳାକାର ମାନଙ୍କର କାର୍ଯ୍ୟକ୍ରମ ଲୋକ ଙ୍କୁ ବେଶ ଆକର୍ଷଣ କରିଥିଲା।

new life
You might also like
error: Content is protected !!