News
WhatsApp Image 2023-10-04 at 17.25.00
samparksetu

ମହୁ ମାଛିଙ୍କ ଆକ୍ରମଣରେ ୪ ଆହାତ

କାମାକ୍ଷାନଗର କଳ୍ପନା ଛକ ନିକଟରେ ଆଜି ଅପରାହ୍ନ ସମୟରେ ମହୁ ମାଛି ଆକ୍ରମଣ ର ଶିକାର ହୋଇଛନ୍ତି ଚାରି ଜଣରୁ ଅଧିକ ବ୍ୟକ୍ତି ।

ପ୍ରାୟ ତିରିଶି ମିନିଟି ପର୍ଯନ୍ତ ମହୁମାଛିଙ୍କର ଆତଙ୍କ ଦେଖିବାକୁ ମିଳିଥିଲା,ବଜାରରେ ଲୁକଙ୍କର ନାହିଁ ନଥିବାର ଅସୁବିଧା ଦେଖିବାକୁ ମିଳିଥିଲା । ଏଥିରୁ କଲେଜ ଛାତ୍ର ମଧ୍ୟ ବାଦ ପଡ଼ି ନଥିଲେ । ସମସ୍ତ ଙ୍କୁ ତୁରନ୍ତ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

new life
You might also like
error: Content is protected !!