News
WhatsApp Image 2023-10-04 at 17.25.00
samparksetu

ଗତକାଲି ଯାଇଥିଲେ କେନ୍ଦୁ ତୋଳିବାକୁ ; ନାଳରୁ ମିଳିଲା ମୃତଦେହ

ନାଳରୁ ନାବାଳିକାର ମୃତଦେହ ଉଦ୍ଧାର ,ମୃତକ ହେଲେ କଙ୍କଡାହାଡ ଥାନା ସାଧୁଆମୁଣ୍ଡା ଗ୍ରାମର ୭ବର୍ଷର ନବାଳିକା ଲଦର କୁଲଦି।ଗତକାଲି କେନ୍ଦୁ ତୋଳିବା ପାଇିଁ ଲଦର ଯାଇଥିବା ବେଳେ ନାଳ ଭିତରକୁ ଖସିପଡିଥିଲେ।ପରିବାର ଲୋକ ବିଳମ୍ବିତ ରାତି ଯାଏଁ ଘରକୁ ନଫେରିବା ହେତୁ ବହୁଖୋଜା ଖୋଜି କରିଥିଲେ ମଧ୍ୟ ପାଇନଥିଲେ।

ଆଜି ସକାଳୁ ନାଳରେ ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ। , ପରିବାର ଲୋକଙ୍କ ସହାୟତାରେ ମୃତଦେହକୁ ଉଦ୍ଧାର କରାଯାଇଛି ।

new life
You might also like
error: Content is protected !!