News
WhatsApp Image 2023-10-04 at 17.25.00
samparksetu

କପିଳାସ ପୀଠରୁ ଭାଲୁ ଉଦ୍ଧାର

ଢେଙ୍କାନାଳ ବନଖଣ୍ଡ କପିଳାସ ପୀଠରୁ ଏକ ଭାଲୁକୁ ଉଦ୍ଧାର କରାଯାଇଥିବାର ଜଣାପଡିଛି । ଏକ ଭାଲୁ ଖାଦ୍ୟ ଅନ୍ୱେଷଣ କରୁକରୁ କପିଳାସ ପାଦଦେଶକୁ ଚାଲି ଆସିଥିଲା । ତାଙ୍କୁ ସେଠାରେ ଥିବା ଦୋକାନୀ ମାନେ ଦେଖି ଭୟଭୀତ ହୋଇପଡିଥିଲେ ।

ଭାଲୁଟି ମଧ୍ୟ ଭୟଭୀତ ହୋଇପଡିଥିବାର ଦେଖିବାକୁ ମିଳିଥିଳା । ଖବରପାଇ ବନ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କରିବା ପରେ କପିଳାସ ମୃଗ ବିହାରରେ ରଖି୍‌ଥିବାର ଜଣାପଡିଛି । ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ଭାଲୁଟି ସୁ୍‌ସ୍ଥ ଥିବାର ଜଣାପଡିଛି ।

new life
You might also like
error: Content is protected !!