News
WhatsApp Image 2023-10-04 at 17.25.00
samparksetu

କପିଳାସ ପାହାଚ ଚଢ଼ୁ ଚଢ଼ୁ ଚାଲିଗଲା ଜୀଵନ !

ଢେଙ୍କାନାଳ ପ୍ରସିଦ୍ଧ ଶୈବପୀଠ କପିଳାସରେ ଜାଗର ଯାତ୍ରା ଅବସରରେ ଅଘଟଣ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।ମୃତକ ହେଲେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଶିରିବନ୍ତପୁର ଗ୍ରାମର ପିତବାସ କାଣ୍ଡି ।

ପିତବାସ କାଲି ନିଜ ସାଙ୍ଗ ମାନଙ୍କ ସହ କପିଳାସ ପୀଠକୁ ଜାଗର ଯାତ୍ରା ଦେଖିବାକୁ ଆସିଥିଲେ । ମନ୍ଦିର ପାହାଚ ଚଢୁଥିବା ସମୟରେ ଅଧା ରାସ୍ତାରେ ହଠାତ ପିତବାସ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ତଳକୁ ଆଣିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବାର ସୂଚନା ।

new life
You might also like
error: Content is protected !!